ଆଞ୍ଚଳିକରାୟଗଡ଼ା ପୋଖରୀରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । By Dunia Halchal - December 23, 2021 98 Share FacebookTwitterPinterestWhatsApp ADVERTISEMENT ରାୟଗଡା,୨୩/୧୨(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁରୁମାଯୋଡି ଗାଁ ନିକଟସ୍ଥ ପୋଖରୀରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ତେବେ ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । Advertisement