କଟକ ରେଲୱେ ଷ୍ଟେସନରୁ ଜବତ ହେଲା ୨୦ ଲକ୍ଷ ଟଙ୍କା ।

102
ADVERTISEMENT

କଟକ,୦୮/୧୨(ଡ଼ି.ଏଚ ବ୍ୟୁରୋ):-କଟକ ରେଲୱେ ଷ୍ଟେସନରୁ ଜବତ ହେଲା ୨୦ ଲକ୍ଷ ଟଙ୍କା । କଟକ ରେଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ ଅଟକି ଥିବା ବେଳେ ଟ୍ରେନ୍ ଭିତରୁ ଆରପିଏଫ ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରିବା ସହ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛି । ଏବଂ ଅଟକଥିବା ବ୍ୟକ୍ତି ଜଣକ ହେଲେ ଏ.କେ. ସ୍ବାଇଁ ।

Advertisement