ଆଜି କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡ଼ାକରା ।

91
ADVERTISEMENT

କଳାହାଣ୍ଡି ,୨୦/୧୦(ଡ଼ିଏଚ.ବ୍ୟୁରୋ):-ମମିତା ମର୍ଡର ମିଷ୍ଟ୍ରି ଘଟଣାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡ଼ାକରା । ଜରୁରୀକାଳୀନ ସେବା ବାଦ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି ବିଜେପି ପକ୍ଷରୁ ଘୋଷଣା । ଏବଂ ଏହି ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ କରିବେ । ସେପଟେ ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା ।

Advertisement