ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି ୧ କିଲୋ ୪୪୦ ଗ୍ରାମର ସୁନା ।

115
ADVERTISEMENT

ବ୍ରହ୍ମପୁର ,୧୮ /୧୦( ଡ଼ିଏଚ .ବ୍ୟୁରୋ ):-ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି ୧ କିଲୋ ୪୪୦ ଗ୍ରାମର ସୁନା । ତେବେ ପ୍ରଦୀପଙ୍କ ଘରୁ ମିଳିଥିବା ସମ୍ପତ୍ତିର ଦସ୍ତାବିଜକୁ ଭିଜିଲାନ୍ସର ଆର୍ଥିକ ବିଭାଗ ଯାଞ୍ଚ ଚଳାଇଥିବାବେଳେ ସାଇବର ସେଲ୍ ଦ୍ବାରା ଇଲେକ୍ଟ୍ରୋନିକ ତଥ୍ୟର ମଧ୍ୟ ଯାଞ୍ଚ କରାଯିବ । ଏବଂ ପ୍ରତ୍ୟକ୍ଷଦର୍ଶୀ, ସନ୍ଦିଗ୍ଧ ଓ ଅଭିଯୁକ୍ତଙ୍କୁ ମଧ୍ୟ ସମୟାନୁକ୍ରମେ ଜେରା କରିବ ଭିଜିଲାନ୍ସ । ଏ ନେଇ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

Advertisement