ବଲାଙ୍ଗୀର,୨୮/୦୧/୨୧ (ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ସୋନପୁର ଏନ୍ଏଚ୍ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଖୁଚୁରା (କଏନ୍) ନ ଦେବାକୁ ଅନୁରୋଧ କରାଯାଇ ଏକ ହାତଲେଖା ଛପାଯାଇଛି । ବ୍ୟାଙ୍କ ରଖୁଥିବା କାରଣ ଦର୍ଶାଯାଇଛି। ରିଜର୍ଭ ବ୍ୟାଙ୍କ ବନ୍ଦ କରି ନ ଥିବା କୌଣସି ମୁଦ୍ରା କିଣାବିକା ବେଳେ ନେବାକୁ କେହି ମନା କରି ପାରିବେ ନାହିଁ । କିନ୍ତୁ ଜିଲ୍ଲାର ଅନେକ ବ୍ୟାଙ୍କ ଖୋଲାଖୋଲି ଉଲଂଘନ କରୁଥିବା ଏ ପ୍ରକାର ଅଭିଯୋଗ ହେଉଛି । ଅନେକ ଦୋକାନରେ ୧୦ଟଙ୍କିଆ ଇତ୍ୟାଦି କଏନ ଅଚଳ ଲୋକଙ୍କ କାମରେ ଆସୁନାହି। ପ୍ରଶାସନ ଓ ବ୍ୟାଙ୍କ କତୃପକ୍ଷ ପଦକ୍ଷେପ ନେବାକୁ ଦାବୀ ହେଉଛି ।