ବଲାଙ୍ଗୀର,୨୧/୦୧/୨୧(ସୁନୀଲ ତ୍ରିପାଠୀ) : WODC ଅଧ୍ଯକ୍ଷ ଅସୀତ ତ୍ରିପାଠୀ ଆଜି ବଲାଙ୍ଗୀର ଗସ୍ତରେ ଆସିଛନ୍ତି । ସେ ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତିର ସମୀକ୍ଷା କରିଛନ୍ତି । ଏଥି ସହିତ ସେସବୁର କାର୍ଯ୍ଯ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ ପି, ତଥା ଅନ୍ଯାନ୍ୟ ଜିଲ୍ଲା ସ୍ତରୀୟ ଅଧିକରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।