ପୁଣି ଗୌରବ ଆଣିଲେ ଆଦର୍ଶ ବିଦ୍ୟାଳୟର ଛାତ୍ର

88
ADVERTISEMENT

ବଲାଙ୍ଗୀର,୧୭/୦୧/୨୧(ସୁନୀଲ ତ୍ରିପାଠୀ ) :ବଲାଙ୍ଗୀର ପଥରଚେପା ଆଦର୍ଶ ବିଦ୍ୟାଳୟର ଛାତ୍ର ପୁଣି ଆଣିଲେ ଗୌରବ l ପଥରଚେପା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ସୁଶୋଭନ ମିଶ୍ର l ଭାରତ ସରକାରଙ୍କ ministry of ilectronics and information ତରଫରୁ ଆୟୋଜିତ ହୋଇଥିବା ଏକ କମ୍ପିଟିସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିଫୋର ୟଥ ୨0୨0 ରେ ଚୟନ ହୋଇଥିବା ଶହେ ଜଣ ଉତ୍କୃଷ୍ଟ ପ୍ରତିଭାଙ୍କମଧ୍ୟରୁ ବଲାଙ୍ଗୀର OAV ପଥରଚେପାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ସୁଶୋଭନ ମିଶ୍ରଙ୍କ ଏକ ପ୍ରୋଜେକ୍ଟ ଚୟନ ହୋଇଛି l ସୁଶୋଭନଙ୍କ ପ୍ରୋଜେକ୍ଟ ଥିଲା କୃଷି ଏବଂ କୃଷି ବଜାର କ୍ଷେତ୍ରରେ କୃତ୍ରିମ ଜ୍ଞାନକୌଶଳର ସକ୍ରିୟ ପ୍ରୟୋଗ ଉପରେ ଆଧାରିତ ଥିଲା l ସେହିପରି ଶୀର୍ଷ ଶହେ ସ୍ଥାନ ମଧ୍ୟରେ ଓଡିଶାର ବିଭିନ୍ନ ସରକାରୀ ସ୍କୁଲରୁ ଆହୁରି ସାତଟି ପ୍ରୋଜେକ୍ଟ ସ୍ଥାନ ପାଇଛି l ସୁଶୋଭନଙ୍କ ପ୍ରୋଜେକ୍ଟକୁ ବିଚାରକ ମଣ୍ଡଳୀ ପ୍ରଶଂସା କରିଥିଲେ ଓ AI ଉପରେ ଆଧାରିତ ଏକ ମୋବାଇଲ ଆପ୍ଲିକେସନ ତିଆରି ତାଲିମ ଡକାଯିବ l

Advertisement