ବଲାଙ୍ଗୀର,୦୭/୦୧/୨୧( ସୁନୀଲ ତ୍ରିପାଠୀ)ନିର୍ଭର ଓ ଭରସା ଯୋଗ୍ୟ ବ୍ୟଙ୍କ କହି ମୁନାଫା ଖୋର୍ ଅସାଧୁ କର୍ମଚାରୀ ଟ୍ରେଡ଼ ନମ୍ୱର 000୧0 ବ୍ୟବହାର କରି ୯ଜଣ ଗ୍ରାହକଙ୍କୁ ଗାଡ଼ି ଋଣ ଦେଇଥିବା ବିଷୟରେ ଆଜି ସୋନପୁର ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବ୍ୟାଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ହାତକୁ ନେଇଛନ୍ତି ସୋନପୁର ଥାନା।OD-31- TCF- HDFC0002914-2020-00010 ଟ୍ରେଡ ନମ୍ବର ବ୍ୟବହାର କରି ଶିବ ବାରିକ OD 31H 5106,ବିଶ୍ୱଜିତ୍ ମହାକୁଡ OD 31H 4941, ଏପରି 9ଜଣଙ୍କ ନାମରେ ଗୋଟେ ଟ୍ରଡ୍ ନମ୍ୱର ବ୍ୟବହାର କରି ଜାଲିଆତି କରା ଯାଇଥିବା ଜଣା ପଡିଥିଲା ।