ଲୋଇସିଂହା ବିଜେପି ଯୁବମୋର୍ଚାପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

115
ADVERTISEMENT

ବଲାଙ୍ଗୀର,୦୬/୦୧/୨୦୨୧(ସୁନୀଲ ତ୍ରିପାଠୀ) : ରାଜନୈତିକ ଆକ୍ରୋଶର ଶିକାର କରି ବିଜେଡି ମନ୍ତ୍ରୀ ପ୍ରତାପ ଜେନା ଙ୍କ ପ୍ରରୋଚନାରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଥିବାରୁ ତା’ର ପ୍ରତିବାଦରେ ଲୋଇସିଂହା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଓ ବହିଷ୍କାର କରିବା ପାଇଁ ଥାନା ଆଗରେ ଧାରଣା ଓ FIR ଦିଆଗଲା ବଲାଙ୍ଗୀର ରୁ ସୁନୀଲ ତ୍ରିପାଠୀ ।

Advertisement