ନୂତନ କୃଷିଆଇନ ବିରୋଧରେ ଧାରଣା ପ୍ରଦର୍ଶନ

87
ADVERTISEMENT

ବଲାଙ୍ଗୀର,୨୪/୧୨(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କୁଲତା ପଡା ଓ ଅର୍ଜୁନ ପୁର୍ ଗ୍ରାମ ପଞ୍ଚାୟତ ର ଚାଷୀ ତଥା ଅଞ୍ଚଳ ବିକାଶ କମିଟୀ ମୁଣ୍ଡପଲା ଛକଙ୍କ ତରଫରୁ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଧାରଣା ପ୍ରଦର୍ଶନ କରାଯାଇଛି । ଏହା ସହିତ ସେମାନେ ଆନ୍ଦୋଳନ ରତ କୃଷକ ସଂଗଠନ ମାନଙ୍କୁ ସମର୍ଥନ ଜଣାଇଛନ୍ତି ।

Advertisement