ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ

122
ADVERTISEMENT

ବ୍ରହ୍ମପୁର,୨୧/୧୧,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲରେ ନୂତନ ତହସିଲଦାର ଭାବେ ନିତିଶି କୁମାର ତ୍ରିପାଠୀ ଯୋଗ ଦେଇଛନ୍ତି । ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ତହସିଲର ସମସ୍ତ କର୍ମଚାରୀ ବୃନ୍ଦ ପୁଷ୍ପ ଗୁଛ୍ଛ ଦେଇ ନୂତନ ତହସିଲଦାରଙ୍କୁ ସ୍ବାଗତ ଜଣାଇଛନ୍ତି ।

Advertisement