ବଲାଙ୍ଗୀର କେସରିୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ସନ୍ତୋଷ କୁମାର ଭୋଳଙ୍କ ସଭାପତିତ୍ୱ

168
ADVERTISEMENT

ଲୋଇସିଂହା,୧୯/୧୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ହୋଟେଲ ଭଂମର ଠାରେ କେସରିୟା ହିନ୍ଦୁ ବାହିନୀ ଓଡିଶାର ଏକ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁପସ୍ଥିତ ହୋଇଥିଲା। ଉକ୍ତ ବୈଠକରେ ଓଡିଶା ରାଜ୍ୟ କର୍ମ କର୍ତା ମାଙ୍କର ମଧ୍ୟରୁ ଅଧ୍ୟକ୍ଷ ଧନଞ୍ଜୟ ଜେନା, ରାଜ୍ୟ ମାର୍ଗ ଦର୍ଶକ ରବୀନ୍ଦ୍ର କୁମାର ସତପଥୀ, ରାଜ୍ୟ ପ୍ରଭାରୀ ଦିଲୀପ କୁମାର ଦାସ, ରାଜ୍ୟ ଯୁବ ବାହିନୀ ଅଧ୍ୟକ୍ଷ ଅମଳେନ୍ଦୁ ଦାସ, ଏବଂ ଅନ୍ୟାନ୍ୟ ରାଜ୍ୟ ପଦାଧିକାରିଙ୍କ ସହିତ ବଲାଙ୍ଗୀର ନଗର ସଭାପତି ସନ୍ତୋଷ ସାହୁ, ଜିଲ୍ଲା ମହାସଚିବ ସୁନୀଲ କୁମାର ମିଶ୍ର, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ବଲାଙ୍ଗୀର ଜିଲ୍ଲା ର ସମସ୍ତ ବ୍ଲକ ଓ ନଗର ସଭାପତି, ମୁନେଷ ରଥ, ବିରେନ୍ଦ୍ର ବାରିକ, ରାକେଶ ବେହେରା,ସୁବ୍ରତ କୁଅଁର, ବାଦଲ ମିଶ୍ର, ନରାଜ ରଣା,ସଞ୍ଜିତ କମ୍ପ, ସୌମ୍ୟରଂଜନ ପୁରୋହିତ, ଚନ୍ଦ୍ରଭାନୁ ପଧାନ, ଦେବରାଜ ନାଗ, ଅଭିଷେକ ସୋନି, ରବୀନ୍ଦ୍ର ନାଏକ, ପାର୍ଥ କର୍ଣ୍ଣ, ସୁଶୀଲ ସାହୁ, ଆଲୋକ ପଣ୍ଡା, ପ୍ରଦୀପ ସାହୁ, କବି ସାହୁ, ହରେକୃଷ୍ଣ ବେହେରା, ବୁଲୁ ପରଡ଼ିଆ, ଆଶିଷ ପଟ୍ଟନାୟକ, ସମୀର ମହାକୁର, ଗିରିଧାରୀ ସାହୁ, ଶମ୍ଭୁ ସୁନା, ଶଙ୍କର ଅଗ୍ରୱାଲ, ସୈଳେନ୍ଦ୍ର ନାଏକ, ଓଁପ୍ରକାଶ ସାହୁ, ନେପାଳ ସାହ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନେ ଯୋଗଦାନ କରି ଥିଲେ। ଚକ୍ରପାଣି ମିଶ୍ର ମଞ୍ଚ ପରିଚାଳନା କରି ଥିଲେ। ସଂଗଠନ ମଜବୁତ କରିବା ଓ ପରିଚାଳନା କରିବା ଉପରେ ଅଲୋଚନା କରାଯାଇ ଥିଲା।

Advertisement