ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ : ମାହେଶ୍ୱରୀ ସଂଗଠନ ତରଫରୁ ଦୀପ ପ୍ରଜ୍ବଳନ

129
ADVERTISEMENT

ବଲାଙ୍ଗୀର,୨/୧୧(ସୁନୀଲ ତ୍ରିପାଠୀ) : ଗତକାଲି ନଭେମ୍ବର ୧, ବଲାଙ୍ଗୀର ଜିଲ୍ଲା ପ୍ରତିଷ୍ଠା ଦିନ ଉପଲକ୍ଷେ ମାହେଶ୍ୱରୀ ସଂଗଠନ ତରଫରୁ ସମଲେଶ୍ବରୀ ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ବଳନ ସହ ସକଳ ଶୁଭ କାମନା କରାଯାଇଛି। ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର୍ ପାଣ୍ଡିଆ, ସଭାପତି ଶୋଭନ କୁମାର୍ ଅଗ୍ରୱାଲ, ସଦସ୍ୟ ଆଶିଷ ଜେନା, ରାଜ ବାଲୁଙ୍କେଶ୍ୱର ନନ୍ଦ , ସାଗର ତାଣ୍ଡି, ଶିବାନନ୍ଦ ସାହାଣୀ, ପ୍ରୀତିଶ୍ ସାହୁ, ସଚିତନନ୍ଦ ମିଶ୍ର, ସୌମ୍ୟ ରଂଜନ ଠାକୁର, ସୌମ୍ୟରଞ୍ଜନ ବେହେରା, RJ ମନିଶ୍, ବିଭୁ କଲ୍ୟାଣ ଗଡ଼ତିଆ, ସୋନିଆ ଵେଜ୍, ପ୍ରିୟଙ୍କା ତ୍ରିପାଠୀ, ନିହରିକା ତ୍ରିପାଠୀ, ସୁଶ୍ରୀତା ଠାକୁର, ଲିପନ ପାଣିଗ୍ରାହୀ, ଶାଗରିକା ତ୍ରିପାଠୀ, ଇସିକା ଦାସ ଙ୍କ ସହ ଉପଦେଷ୍ଟା ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ ଓ ନୂତନ ଦାସ ଉପସ୍ଥିତ ଥିଲେ।

Advertisement