ବଲାଙ୍ଗୀର,୨/୧୧( ସୁନୀଲ ତ୍ରିପାଠୀ ) :ବଲାଙ୍ଗୀର ପୋଲିସ ଲୁଟ ଅଭିଯୁକ୍ତରେ ଦୁଇ ଜଣଙ୍କୁ ଗିରଫ କରିଛି l ଦୁଇ ଜଣ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ଲୁଟ କରୁଥିବା ଅଭିଯୋଗ ହୋଇଛି l ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ବଲାଙ୍ଗୀର ପୋଲିସ ପ୍ରଶାସନ ଏହିପରି ଘଟଣା ବିଷୟରେ ପୋଲିସ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର ମାଧ୍ୟମରେ ସୂଚନା ଦେବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି l