ସେଞ୍ଚୁରିଅନ ୟୁନିଭରସିଟି ଟପ୍ପର ହେଲେ ଲିଜ଼ା ମହାନ୍ତି

167
ADVERTISEMENT

ବଲାଙ୍ଗୀର,୧/୧୧(ସୁନୀଲ ତ୍ରିପାଠୀ ) : ବଲାଙ୍ଗୀର ଗାନ୍ଧିନଗର ପଡ଼ାର ପ୍ରିୟ ଚନ୍ଦ୍ର ମହାନ୍ତି ଓ ରିତୁ ମହାନ୍ତିଙ୍କ ଝିଅ ଲିଜା ମହାନ୍ତି ସେଞ୍ଚୁରିଆନ ଇନଭର୍ସିଟିର ଜୁଲୋଜି ଅନର୍ସ ଟପ୍ପର ହୋଇଛନ୍ତି l ସ୍ନାତକ, ଜୁଲୋଜି(ଅନର୍ସ)ରେ ଲିଜା ସର୍ବାଧିକ ୯୩% ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି l

Advertisement