ଲାଞ୍ଚ ନେଲା ବେଳେ ଭିଜିଲେନ୍ସ ହାତରେ ଧର ପଡିଲେ ସରକାରୀ ବାବୁ

128
ADVERTISEMENT

ବଲାଙ୍ଗୀର,୧୩/୧୦,( ସୁନୀଲ ତ୍ରିପାଠୀ ) :ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଳକ୍ ର Block resource coordinator କୈଳାସ ଚନ୍ଦ୍ର ପାଣ୍ଡେ ୩୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଧିକ ତଦନ୍ତ ଜାରୀ ରଖି ଭିଜିଲାନ୍ସ ଶ୍ରୀ ପାଣ୍ଡେ ଙ୍କ ନିଜ ଘର, ବଲାଙ୍ଗୀର ଜିଲ୍ଲା ଲୋଇସିଂଗା ଥାନା ଇଙ୍ଗସା ଗ୍ରାମରେ ମଧ୍ୟ ଚଢାଉ କରିଛନ୍ତି ।

Advertisement