ବିଧବା ଓ ଦିବ୍ୟଙ୍ଗଙ୍କୁ ମିଳୁଥିବା ରାସନ ସାମଗ୍ରୀ ହଠାତ ବନ୍ଦ !

111
ADVERTISEMENT

ବଲାଙ୍ଗୀର ,୮/୧୦(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଳକ୍ କନ୍ଧକେଲ ଗ୍ରାମ ପଞ୍ଚାୟତର ଅନେକ ବିଧବା ଓ ଦିବ୍ଯାଙ୍ଗ ଙ୍କୁ ମିଳୁଥିବା ରାସନ ସାମଗ୍ରୀ ହଠାତ୍ ବନ୍ଦ ହୋଇଯାଇଛି । କିଏ ଓ କାହିଁକି ଏପରି ବନ୍ଦ କରାଯାଇଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ? ଯେଉଁ ମାନଙ୍କ ରାସନ ସାମଗ୍ରୀ ବନ୍ଦ ହୋଇଛି ସେମାନଙ୍କୁ ପୁଣି ଥରେ ତାଙ୍କ କାଗଜ ପତ୍ର ଦେବାକୁ କୂହାଯାଇଛି । ଏପରି ବାବମ୍ବାର କରି ସେମାନଙ୍କୁ ହଇରାଣ କରାଯାଉଛି ବୋଲି କ୍ଷୋଭର ସହ କହନ୍ତି ରମାକାନ୍ତୀ ମେହେର, ଛାୟା ପଧାନ, ଗୁରୁବାରୁ ସାହୁ ତଥା ଆଉ ଅନେକ ହିତାଧୀକାରୀ ।

Advertisement