ସମାଜସେବୀ ରମେଶ ଚନ୍ଦ୍ର ବହିଦରଙ୍କ ପରଲୋକ

114
ADVERTISEMENT

ବଲାଙ୍ଗୀର ,୩/୧୦(ସୁନୀଲ ତ୍ରିପାଠୀ ) : ବଲାଙ୍ଗୀର ସହର ଶାନ୍ତିପଡା ନିବାସୀ ରମେଶ ଚନ୍ଦ୍ର ବହିଦାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୭0 ବର୍ଷ ହେଉଥିଲା । ସେ ରାଜ୍ୟ ପରିବହନ ବିଭାଗ ରୁ ଅବସର ନେଲା ପରେ ବିଭିନ୍ନ ସମାଜ ସେବା କାମରେ ସାମିଲ ଥିଲେ । ତାଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement