ନିଯୁକ୍ତିଦାବୀରେ ବିସ୍ଥାପିତଙ୍କ ଅନସନ

131
ADVERTISEMENT

ବଲାଙ୍ଗୀର,୧/୧୦(ସୁନୀଲ ତ୍ରିପାଠୀ) :ବଲାଙ୍ଗୀର ଜିଲ୍ଲା ବଡମାଳ ଗୋଳାବାରୁଦ କାରଖାନା ର ଅନେକ ବିସ୍ଥାପିତ ଏଯାଏଁ ନିଯୁକ୍ତି ନ ପାଇ ରହିଯାଇଛନ୍ତି । ଏପରି ଲୋକଙ୍କ ସଂଖ୍ଯା ପ୍ରାୟ ୩0 । ନିଯୁକ୍ତି ଦାବୀରେ କାରଖାନା ଗେଟ୍ ସାମ୍ନାରେ ଅନିର୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ବିସ୍ଥାପିତ ।

Advertisement