ବଲାଙ୍ଗୀର ଟାଉନ ଭିତରେ କର୍ଫ୍ୟୁ

111
ADVERTISEMENT

ବଲାଙ୍ଗୀର,୨୯/୯(ସୁନୀଲ ତ୍ରିପାଠୀ ) :ବଲାଙ୍ଗୀର ସହରର ରମାଇ ଟକିଜ ରୋଡ଼ ରୁ ଡେଲି ମାର୍କେଟ ରୋଡ଼ ପର୍ଯ୍ୟନ୍ତ ସୋମବାର ଦିନ ୨ଟା ରୁ ଆସନ୍ତା ୩୦ ସେପ୍ଟେମ୍ବର ରାତି ୯ ଟା ଯାଏଁ କର୍ଫ୍ୟୁ ଲଗାଯାଇଛି l ଏହି ରୋଡ଼ରେ ସାମାଜିକ ଦୂରତାର ଉଲ୍ଲଙ୍ଘନ ଓ ଅଧିକ ଭିଡ଼ ହେବାରୁ ଏହି ପଦକ୍ଷେପ ନିଆଯାଇଛି l ବଲାଙ୍ଗୀରରେ ଦିନକୁ ଦିନ କୋରୋନା ପୋଯେଟିଭ ବଢ଼ି ଚାଲିଥିବାରୁ ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି l

Advertisement