କୋଶଳସମିତି ପକ୍ଷରୁ ଦାବୀପତ୍ର

119
ADVERTISEMENT

ବଲାଙ୍ଗୀର,୨୫/୯(ସୁନୀଲ ତ୍ରିପାଠୀ) :ଆଜି କୋଶଳ ରାଜ୍ଯ ସମନ୍ବୟ ସମିତିର ଏକ ପ୍ରଥିନିଧି ଦଳ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ୧୩ ଦଫା ଦାବୀ ପତ୍ର ଦେଇଛନ୍ତି । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ କରୋନା ସଃକ୍ରମଣ ଓ ସ୍ଥିତି ଜଟିଳ ହେଉଥିବାରୁ ଏସବୁ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ମଧ୍ୟ ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ଉପାଧ୍ଯକ୍ଷ ମନୋରଞ୍ଜନ ସାହୁ ଓ ସଂମ୍ପାଦକ ବିଭୁ ଦତ୍ତ ମିଶ୍ର ସାମିଲ ଥିଲେ ।

Advertisement