ସିଲ ହେଲା ରାଲିଆନ୍ସ ମାର୍ଟ

109
ADVERTISEMENT

ବଲାଙ୍ଗୀର,୨୪/୯(ସୁନୀଲ ତ୍ରିପାଠୀ): କୋରୋନା କଟକଣାକୁ କଡ଼ାକୁଡ଼ି ପାଳନ କରିବାକୁ ଯାଇ ଆଇନ ଉଲ୍ଲଙ୍ଘନକାରିଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯାଇଛି l ବଲାଙ୍ଗୀର ଜିଲ୍ଲାରେ ଥିବା ରିଲାଇନ୍ସ ମାର୍ଟରେ କୋରୋନା କଟକଣା ଆଇନକୁ ଉଲ୍ଲଙ୍ଘନ କରାଯାଇଥିବାରୁ ବଲାଙ୍ଗୀର ଟାଉନ ଥାନାର ଅଧିକାରୀଙ୍କ ସହ ଉପଜିଲ୍ଲାପାଳ,ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାର ଉପସ୍ତିତିରେ ରିଲାଇନ୍ସ ମାର୍ଟକୁ ସିଲ ହୋଇଛି l

Advertisement