ଜିଲ୍ଲାବଲାଙ୍ଗୀର ପୁଲିସ ଅଫିସରଙ୍କ କରୋନାରେ ମୃତ୍ୟୁ By Dunia Halchal - September 17, 2020 96 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର:୧୭/୯(ସୁନୀଲ ତ୍ରିପାଠୀ) : SP ଅଫିସରେ କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ଶ୍ରୀ ବିଜୟାନନ୍ଦ କରକରାଙ୍କ ଦେହାନ୍ତ ହେବା ଖବର ମିଳୁଛି l ଶ୍ରୀ କରକରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ମିଳୁଛି l କିଛି ମାସ ପୂର୍ବରୁ ସେ କଣ୍ଟାବାଞ୍ଜିରୁ ବଦଳି ହୋଇ ଆସିଥିଲେ l Advertisement