ପୁଇଁନ୍ତଳାରେ ବେଆଇନମଦ କାରବାର

104
ADVERTISEMENT

ବଲାଙ୍ଗୀର:୧୭/୯(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକରେ ବିପୁଳ ପରିମାଣରେ ବେଆଇନ ଭାବେ ଦେଶୀ ପାଉଚ ମଦ କାରବାର ଚାଲୁଥିବାର ଅଭିଯୋଗ ଆସିଛି l ଏଣେ ତେଣେ ମଦ ପାଉଚ ପଡ଼ିରହିଥିବାର ଦେଖିବାକୁ ମିଳିଛି l ଏପରିକି ପୁଇଁନ୍ତଳାର ବ୍ଲକ ଅଫିସ ସାମନାରେ ବେଆଇନ ଭାବେ ଦେଶୀ ପାଉଚ ମଦ ବିକ୍ରି ହାଉଥିବାର ଅଭିଯୋଗ ଆସିଛି l ପୁଇଁନ୍ତଳା ପୋଲିସ ଏଥି ପ୍ରତି ତତ୍ପରତା ଦେଖାଇ ଏହା ଉପରେ ଅଙ୍କୁଶ ଲଗାଉ ବୋଲି ଦାବୀ କରିଛନ୍ତି ଅଞ୍ଚଳ ବାସୀ l

Advertisement