ବଲାଙ୍ଗୀର,୧୬/୯(ସୁନୀଲ ତ୍ରିପାଠୀ): ସଇଁତଲା ବ୍ଲକ କରମତାଲା ପଞ୍ଚାୟତ ଭଣ୍ଡାରବାଞ୍ଜି ସ୍କୁଲ କାନ୍ଥ ଭୁଶୁଡି ପଡିଛି l ବର୍ତମାନ ସ୍କୁଲ ବନ୍ଦ ଥିବାରୁ ଧନ ଜୀବନ ହାନି ହୋଇନାହିଁ l କିନ୍ତୁ ସ୍କୁଲ ପରିଦର୍ଶନକୁ ଆସୁଥିବା ସବୁ ନେତା ଓ ଅଧିକାରୀ ସ୍କୁଲ ଗୃହର ସ୍ଥିତି ନିରୀକ୍ଷଣ କରି ବିହିତ ପଦକ୍ଷେପ ନେଇଥିଲେ ଏପରି ଦୁର୍ଘଟଣା ହୁଅନ୍ତା ନାହିଁ l