ଉପଜିଲ୍ଲାପାଳ ସଞ୍ଜୟମିଶ୍ର ନିଲମ୍ବିତ

132
ADVERTISEMENT

ବଲାଙ୍ଗୀର ,୫/୯,(ସୁନୀଲ ତ୍ରିପାଠୀ) : ଯୌନ କେଳେଙ୍କାରୀ ଅଭିଯୋଗରେ ଆଜି ବଲାଙ୍ଗୀର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି l ରାଜ୍ୟପାଳଙ୍କ ଆଦେଶ କ୍ରମେ ମୁଖ୍ୟ ଶାସନ ସଚିବ ତାଙ୍କୁ ନିଲମ୍ବିତ କରିଛନ୍ତି l ଏହି ଆଦେଶରେ କୁହାଯାଇଛି ଯେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଞ୍ଜୟ ମିଶ୍ର ହେଡକ୍ୱାଟର ଛାଡି ଯାଇ ପାରିବେ ନାହିଁ l

Advertisement