ବଲାଙ୍ଗୀର ,୧୩/୦୮,(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ବ୍ଲକ ର ଅଶି ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଗଲା ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ, ଜିଲ୍ଲାପରିଷଦ ସଭ୍ୟ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ l ଏବଂ ଖୁସିର କଥା ଏହି ସସ୍ତାହରେ ବିଶ୍ୱ ଆଦିବାସୀ ଦିବସ ଚାଲିଛି ଏଣୁ ସମସ୍ତ ଆଦିବାସୀଙ୍କୁ ଅଧକ୍ଷ ବାର୍ତ୍ତା ଦେଇଥିଲେ ମଦ ପିଆ ପରମ୍ପରାକୁ ଛାଡିଲେ ଯାଇ ଆଦିବାସୀ ମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ବାର୍ତ୍ତା ଦେଇଥିଲେ l
