ବଲାଙ୍ଗିର ସୋନପୁର ଜିଲ୍ଲା ମିଳିତ ଭାବେ ଗଠିତ “ସୁପକାର ସଂଘ”

160
ADVERTISEMENT

ବଲାଙ୍ଗୀର,୦୮/୦୮(ସୁନୀଲ ତ୍ରିପାଠୀ) : ଆଜି ସ୍ଥାନିୟ ବରପାଲି ପଡା ମାନସି ମଣ୍ଡପ ଠାରେ ବଲାଙ୍ଗିର ଓ ସୋନପୁର ଜିଲ୍ଲା ର ମିଳିତ ପ୍ରଚେଷ୍ଟାରେ ସୁପକାର ସଂଘ ଗଠିତ ହୋଇଯାଇଛି । କୋଭେିଡ ନିୟମ ପାଳନ ସହ ସାମାଜିକ ଦୁରତାକୁ ରକ୍ଷା କରି ଉଭୟ ଜିଲ୍ଲାର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଭା ଅନୁଷ୍ଠିତ ହୋଇଯାଇଥିଲା । ସଂଘର ନାମ ମାଁ ସମଲେଶ୍ୱରୀ ସୁପକାର ସଂଘ ଭାବେ ନାମିତ କରଯାଇଥିଲା । ସଭାପତି ଭାବେ ବସନ୍ତ କୁମାର ତ୍ରିପାଠି , ସଂପାଦକ ଗୋକୁଳ ମିଶ୍ର, ଉପ ସଭାପତି ଆଦିକନ୍ଦ ରଥ,ଉପ ସଂପାଦକ ଦିବାକର ମିଶ୍ର,କୋଷାଧକ୍ଷ ଗଦାଧର ପଣ୍ଡା, ଉପ କୋଷାଧକ୍ଷ ରମେଶ ଚନ୍ଦ୍ର ମିଶ୍ର ଓ ଉପଦେଷ୍ଟା ଭାବରେ ବିଶ୍ୱମୟ ପୁଜାରୀ ତଥା ଆଇନ ପରାମର୍ଶଦାତା ଭାବରେ ଜିତେନ୍ଦ୍ର କୁମାର ପୁରୋହିତଙ୍କୁ ମନୋନିତ କରାଯାଇଛି ।

Advertisement