ଜିଲ୍ଲାବଲାଙ୍ଗୀର ପୁଣି ୪ ଦିନ ପାଇଁ ବଲାଙ୍ଗୀର ସଟ ଡାଉନ By Dunia Halchal - August 6, 2020 175 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୬/୮( ସୁନୀଲ ତ୍ରିପାଠୀ) : ପ୍ରଶାସନର ଆଦେଶ ଅନୁଯାଇ, ୪ ଦିନ ପାଇଁ ଅର୍ଥାତ ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବଲାଙ୍ଗୀର ସଟଡାଉନ ରହିବା। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିବ । Advertisement