ବଲାଙ୍ଗୀରରେ ପୂର୍ବପରି କଟକଣା ଜାରିରହିବ

134
ADVERTISEMENT

ବଲାଙ୍ଗୀର,୦ ୪/୦୮(ସୁନୀଲ ତ୍ରିପାଠୀ) : ବଲାଙ୍ଗୀରରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ ପୂର୍ବପରି କଟକଣା l ସନ୍ଧ୍ୟା ୫ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ଜନସାଧାରଣଙ୍କ ଗମନାଗମନ ବନ୍ଦ ରହିବ l କେବଳ ଅତ୍ୟାବଶ୍ୟକ କାମ ଥିଲେ ଲୋକ ଯାତାୟତ କରିପାରିବେ l ପୂର୍ବପରି ସମସ୍ତ କଟକଣା ବଳବତ୍ତର ରହିବ l

Advertisement