ଚିତ୍ରଗୁପ୍ତ କଲ୳୲ଣ ସମିତି ପକ୍ଷରୁ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ

360
ADVERTISEMENT

ବଲାଙ୍ଗୀର,୨/୮,(ଦେବବ୍ରତ ଗୁରୁ): ବଲାଙ୍ଗୀର-ଟିଟିଲାଗଡ ଜାତୀୟ ରାଜପଥ କଡ଼ରେ ପ୍ରାକୃତିକ ପରିବେଶରେ ଘଞ୍ଚ ଅରଣ୳ ପରିବେଷ୍ଟିତ ଏକ ପରିତ୳କ୍ତ ପୁରାତନ ଜଳାଶୟକୁ ବନ ବିଭାଗ ସହଯୋଗରେ ପୁନରୁଦ୍ଧାର କରି ‘ପରିବେଶ ଅନୁକୂଳ ପାର୍କ’ ପ୍ରତିଷ୍ଠା ଉଦ୍ଧେଶ୍ୟରେ ସମାଜସେବୀ ଶ୍ବେତପର୍ଣା ପଟ୍ଟନାୟକଙ୍କ ନେତୃତ୍ବ ଏବଂ ପରିଚାଳନାରେ ଜିଲ୍ଲା ଚିତ୍ରଗୁପ୍ତ କଲ୳୲ଣ ସମିତି (କରଣ ସମାଜ) ପକ୍ଷରୁ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ।

Advertisement