ଅନାଥ ଭାଇଭଉଣୀଙ୍କୁ ଉଦ୍ଧାର

165
ADVERTISEMENT

ବଲାଙ୍ଗୀର,୩୦/୦୭(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ ଦ୍ବାରା ଗତ ୨୮ ଜୁଲାଇ ରେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ୍ ଖଲିପଥର ଗ୍ରାମରୁ ଅନାଥ ଯତିନ ସାହାଣୀ (୧୪ ବର୍ଷ) ଓ ତାର ଭଉଣୀ ଇନ୍ଦୁମତି ସାହାଣୀ (୯ ବର୍ଷ) ଙ୍କୁ ଲୋଇସିଂଗା ବ୍ଳକ୍ ଉପର ଉଡାର ଗ୍ରାମରୁ ତା ମାମୁ ଘରୂ ଉଦ୍ଧାର କରି ପଥର ଚେପା ଠାରେ ଥିବା ପାର୍ବତୀଗିରୀ ଶିଶୁ ଗୃହରେ ଯତ୍ନ ସୁରକ୍ଷା ଓ ଥଇଥାନ ପାଇଁ ଅବସ୍ଥାପିତ କରାଯାଇଛି ।ଏଠାର ଊଲ୍ଲେଖ ଯୋଗ୍ୟ ଯେ ନାବାଳକ ଶିଶୁଙ୍କ ବଡଭାଇ ଦେବରାଜ ଓ ସଂପର୍କୀୟ ଅଜା ସୁଗ୍ରୀବ ସାହାଣୀ ଶିଶୁ ଗୃହରେ ଛାଡିବା ବେଳେ ଉପସ୍ଥିତ ଥିଲେ ।

Advertisement