ଜିଲ୍ଲାବଲାଙ୍ଗୀର ବଲାଙ୍ଗୀର ଜିଲ୍ଲାର ଡାକ୍ତରଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଜେପି ନେତୃତ୍ୱ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ By Dunia Halchal - July 30, 2020 129 Share FacebookTwitterPinterestWhatsApp ADVERTISEMENT ବଲାଙ୍ଗୀର,୩୦/୦୭(ଦେବବ୍ରତ ଗୁରୁ) : କୋଭିଡ୍-୧୯ ର ପରିଚାଳନାରେ ହୋଇଥିବା ବିଭିନ୍ନ ତ୍ରୁଟି ଏବଂ ବଲାଙ୍ଗୀର ଜିଲ୍ଲାର ଡାକ୍ତର ଙ୍କୁ ଅନ୍ୟତ୍ର ବଦଳିକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ବିଜେପି ନେତ୍ରୃ ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Advertisement