ପବିତ୍ର ନୂଆଖାଇ ସକାଶେ ନବାନ୍ନ ସମୟ ନିର୍ଘଣ୍ଟ

526
ADVERTISEMENT

ବଲାଙ୍ଗୀର ,୨୯/୭( ସୁନୀଲ ତ୍ରିପାଠୀ ) : ଆଗାମୀ ଅଗଷ୍ଟ ତା:୨୩ରିଖ ସକାଳ ନଅ (୯ ଟା ୩୨ମିନିଟ୍ ରୁ ଦଶ ୧୦ ଟା ୨୧ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ । ଏନେଇ ଶୈଳଶ୍ରୀ ପେଲେସ ପକ୍ଷରୁ ସମୟ ନିର୍ଘଣ୍ଟ ଜଣାଇ ଦିଆଯାଇଛି ।ମା ସମଲେଶ୍ବରୀ ଓ ମା ପାଟଣେଶ୍ବରୀଙ୍କ ପୀଠରେ ଲାଗିହେବ ନବାନ୍ନ ।

Advertisement