ବଲାଙ୍ଗିର,୨୯/୭(ସୁନୀଲ ତ୍ରିପାଠୀ) : ଅଗଷ୍ଟ ୫ରେ ହେବାକୁ ଯାଉଥିବା ରାମ ଜନ୍ମ ଭୂମି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ର ଭୂମି ପୂଜନ ପାଇଁ ଆଜି ବଲାଙ୍ଗିର୍ ପାଟନାଗଡର ଇଷ୍ଟଦେବୀ ମାଁ ପାଟନେଶ୍ବରୀ ପୀଠ ର ପବିତ୍ର ମାଟି ଓ ପଶ୍ଚିମ୍ ଓଡିଶା ର ପ୍ରସିଦ୍ଦ ଶୈବପିଠ ହରିଶଙ୍କର ର ପବିତ୍ର ଜଳ କୁ ପୂଜା ଅର୍ଚ୍ଚନା କରାଯାଇ ଅଯୋଧ୍ୟାକୁ ବଲାଙ୍ଗୀର ବଜରଙ୍ଗ ଦଳର ସଦସ୍ୟଙ୍କ ନେତୃତ୍ୱରେ ପଠାଇବା ବ୍ୟବସ୍ଥା କରାଯାଇଛି।