ବଲାଙ୍ଗୀର, ୭/୭ ( ସୁନୀଲ ତ୍ରିପାଠୀ): ଘରେ ଥାଇ ଦେଇ ପାରିବେ ଏଫ ଆଇ ଅର । ବଲାଙ୍ଗୀର ଜିଲ୍ଲାପାଳ ଜାରି କଲେ ଇ.ଏଫ୍ଆଇଆର l ଘରେ ଥାଇ ଅଭିଯୋଗ କରିପାରିବେ ଅଭିଯୋଗକାରୀ l ପୋଲିସ ଷ୍ଟେସନକୁ ଯିବାକୁ ପଡିବ ନାହିଁ l ଅନେକ ଲୋକ ପୋଲିସ ଷ୍ଟେସନ ଯିବାକୁ ସଂକୋଚ ପ୍ରକାଶ କରିଥାନ୍ତି l ତେବେ ସେମାନେ ଘରେ ଥାଇ କରିପାରିବେ ଅଭିଯୋଗ l ଏହି ସେବା ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ୩୦ ଯାଏ ଉପଲବ୍ଧ ହେବ l