ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା

190
ADVERTISEMENT

ବଲାଙ୍ଗୀର, ୭/୭ ( ସୁନୀଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା । ବଲାଙ୍ଗୀର ଓ ଅନ୍ୟାନ୍ୟ ୧୩ଟି କରୋନା ପ୍ରବଣ ଜିଲ୍ଲାରୁ ରାଉରକେଲା ଗଲେ ଆପଣଙ୍କ ପାଇଁ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ତାହେଲେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଗଞ୍ଜାମ, ଖୋର୍ଦ୍ଧା, କଟକ,ଯାଜପୁର, ଗଜପତି, ବାଲେଶ୍ବର, ସୁନ୍ଦରଗଡ, ଜଗତସିଂହପୁର, ପୁରୀ ,କେନ୍ଦ୍ରାପଡା ଭଳି କରୋନା ପ୍ରବଣ ଜିଲ୍ଲାରୁ କେହି ବଲାଙ୍ଗୀର ଆସିଲେ ତାଙ୍କୁ ସଙ୍ଗରୋଧରେ ରଖିବା ପାଇଁ ବଲାଙ୍ଗୀର ପ୍ରଶାସନ ବ୍ୟବସ୍ଥା କରୁନି କାହିଁକି ?

Advertisement