ବଲାଙ୍ଗୀର, ୧୦।୬ (ସୁନୀଲ ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ କେନ୍ଦୁପତ୍ର ଡ଼ିଏଫ ଓ ପ୍ରଣବ ମହାନ୍ତି ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରୀଙ୍କ ଦ୍ୱାରା ପାଟଣାଗଡ ରେଞ୍ଜର ଜଗନ୍ନାଥ ଦାସଙ୍କ ଠାରୁ ଏକ ଲକ୍ଷ ଛସଠି ହଜାର ଟଙ୍କା ପିସି ମାଗିଥିବା ଅଭିଯୋଗ ହୋଇଥିଲା l ବୁଧବାର ଡ଼ିଏଫ ଓ ମହାନ୍ତି ଉକ୍ତ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା l