ଫିକାରେ ପାଳନ ହେଲା ଶୀତଳ ଷଷ୍ଠୀ ଯାତ୍ରା

616
ADVERTISEMENT

ବାଲିଗୁଡା,୨୮-୦୫(ସୁରେଶ କୁମାର ପଣ୍ଡା): କନ୍ଧମାଳ ବାଲିଗୁଡ଼ା ବିରୁପାକ୍ଷ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଳନ ହୋଇଯାଇଛି ଏଥର କରୋନା ଭୁତାଣୁ ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତା ବଜାୟ ରଖି ପାଳନ କରାଯାଇଛି | ଏଥର କନ୍ୟା ଘର ପ୍ରମୋଦ କୁମାର ସାହୁ ଓ ବର ଘର ସବୁବର୍ଷ ଭଳି ଶ୍ୟାମ ସୁନ୍ଦର ପାତ୍ର ହୋଇଥିଲେ ଏହା ମନ୍ଦିର ମଣ୍ଡପରେ ରୀତି ନୀତି ଅନୁଯାୟୀ ବାହାଘର ସମାପନ ହୋଇଥିଲା

Advertisement