ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଅସହାୟ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ

208
ADVERTISEMENT

ବ୍ରହ୍ମପୁର ,୧୧-୦୫(ଦିନେସ କୁମାର ଗୌଡ): ସାରା ଦେଶରେ କରନା ମହାମାରୀ ବିପର୍ୟ୍ୟ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ପ୍ରତ୍ୟେକ ୱାର୍ଡ ବୁଲି ବୁଲି ସରକାରୀ ସହାୟତା ରୁ ବଞ୍ଚିତ ପରିବାରଙ୍କୁ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ କରାଯାଉଛି, ସେହିଭଳି ଆଜି ମଧ୍ୟ୍ୟ ବ୍ରହ୍ମପୁର ସହରରେ ଥିବା ଆସ୍କାରୋଡ଼ ମଣ୍ଡଳ ୧ନମ୍ବର ୱାର୍ଡ ତଥା ଲଷ୍ମୀନୃସିଂହ ସାହିରେ ୧୦୦ପରିବାର ଙ୍କୁ ରାସନ ପୁଡିଆ ବଣ୍ଟନ କରାଗଲା, ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କାଁହୁଚରଣ ପତି ଜିଲ୍ଲା ଉପସଭାପତି ପ୍ରଭାତ ଷଡ଼ଙ୍ଗୀ, ସମାଜସେବି- ସନ୍ତୋଷ କୁମାର ମହାନ୍ତି, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ -କିରଣ କୁମାର ସାହୁ, ପୂର୍ଵତନ ମଣ୍ଡଳ ସଭାପତି ତ୍ରିନାଥ ମହାପାତ୍ର, ରଶ୍ମିରଞ୍ଜନ ପାଳ, ରବୀନ କୁମାର ସାହୁ, କମଳ ପାତ୍ର,ଫିରଜ ସେଠି, ଳ ସତ୍ୟନାରାୟଣ, ଅଜିତ ମହାପାତ୍ର, ମିଟୁ ଜେନା, ଶ୍ରୀମତି ଅନୁରାଧା ପ୍ରମୁଖ ଉପସ୍ଥିତ ଥିଲେ l

Advertisement