ଜରୁରୀ କାଳୀନ ସମୟରେ ରୋଗୀଙ୍କୁ ରକ୍ତ ଦାନ

374
ADVERTISEMENT

କନ୍ଧମାଳ, ୨୩/୦୪(ଟିକି ଦଣ୍ଡିଆ) : ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ବାଲିଗୁଡ଼ା ଠାରେ ରୋଗୀଙ୍କୁ ଜରୁରୀ କାଳୀନ ସମୟରେ ରକ୍ତ ଦାନ କରିଛନ୍ତି କିଛି କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକର୍ତ୍ତା ସଂକଳ୍ପ ଟିମ ବାଲିଗୁଡ଼ାର ଅଟନ୍ତି ଏହି ଟିମର ୩ ରୁ ଅଧିକ କାର୍ଯ୍ୟକର୍ତ୍ତା ରକ୍ତ ଦାନ କରିଛନ୍ତି I

Advertisement