ନୂଆଦିଲ୍ଲୀ, ୫/୭ (ଡି.ଏଚ.ବି): କେମିତି ଆସିବ ୧ଟଙ୍କା : ୨୦ ପଇସା – ଋଣ ଓ ଅନ୍ୟାନ୍ୟ ସୁତ୍ରରୁ, ୨୧ ପଇସା – କର୍ପୋରେସନ୍ ଟିକସ, ୧୬ ପଇସା – ଆୟକର, ୪ ପଇସା – ସୀମା ସୁଳ୍କ, ୮ ପଇସା – କେନ୍ଦ୍ରୀୟ ଉତ୍ପାଦ ସୁଳ୍କ, ୧୯ ପଇସା – ଜିଏସ୍ଟି ଓ ଅନ୍ୟ ଟିକସ୍, ୯ ପଇସା – ଅଣ ଟିସକ ଆୟ, ୩ ପଇସା – ଋଣଭିନ୍ନ ଅନ୍ୟାନ୍ୟ ପୁଞ୍ଜି ଆୟ
କେମିତି ଖର୍ଚ୍ଚ ହେବ ୧ଟଙ୍କା : ୫ ପଇସା – ପେନ୍ସନ, ୮ ପଇସା – ଅନ୍ୟାନ୍ୟ ବ୍ୟୟ, ୯ ପଇସା – କେନ୍ଦ୍ର ପ୍ରାୟୋଜିତ ଯୋଜନା, ୧୩ ପଇସା – କେନ୍ଦ୍ରୀୟ ଯୋଜନା, ୧୮ ପଇସା – ସୁଧ ପ୍ରଦାନ, ୯ ପଇସା – ପ୍ରତିରକ୍ଷା, ୮ ପଇସା – ସବ୍ସୀଡି, ୭ ପଇସା – ଅର୍ଥ କମିସନ ଓ ଅନ୍ୟାନ୍ୟ ପାଣ୍ଠି ପ୍ରଦାନ, ୨୩ ପଇସା – ରାଜ୍ୟ ମାନଙ୍କ ଟିକସ ଭାଗ