ବିଦ୍ୟାଳୟ ପରିସରରେ ଛିଡାହୋଇ ମାକ୍ସ ବଣ୍ଟନ

378
ADVERTISEMENT

କଳାହାଣ୍ଡି,୧୨/୪(କୁଳମଣି ସାହୁ):କରୋନା ମହାମାରୀ ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ୦୯ ତାରିଖ ୦ାରୁ ମାକ୍ସ ପିନ୍ଧି ବା ବାଧ୍ଯତା ମୁଳକ ବେଲି ପରାମର୍ଶ ଦେଇଥିଲେ। ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଆଦେଶକୁ ସମର୍ଥନ ଦେଇ କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବକ୍ଲ ଅନ୍ତର୍ଗତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ପବିତ୍ର ମୋହନ ପଶା ୨୦୦ ପିସ ମାସ୍କ ଧରି ତାଙ୍କ ବିଦ୍ୟାଳୟର ସ୍କାଉଟ ଭାଇ ମାନଙ୍କ ସହ ବିଦ୍ୟାଳୟ ପରିସରରେ ଛିଡା ହୋଇ ମାକ୍ସ ବଣ୍ଟନ କରୁଛନ୍ତି।

Advertisement