ଆଞ୍ଚଳିକକନ୍ଧମାଳମୁଖ୍ୟ ଖବରସ୍ୱାସ୍ଥ୍ୟ କରୋନା ସଂକ୍ରମଣ ରୋକିବାକୁ ଦାରିଙ୍ଗବାଡ଼ି ବଜାର ବିଶୋଧନ କରାଗଲା By Dunia Halchal - April 4, 2020 539 Share FacebookTwitterPinterestWhatsApp ADVERTISEMENT କନ୍ଧମାଳ, ୪/୪ (ଡି.ଏଚ) : କରୋନା ସଂକ୍ରମଣ ରୋକିବାକୁ ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ି ବସ୍ଷ୍ଟାଣ୍ଡ ଅଞ୍ଚଳରେ ଶିବମନ୍ଦିର ଛକ ଠାରୁ ତିନିଛକ, ଲକ୍ଷ୍ମୀବଜାର, ଚାରିଛକ, ବ୍ଲକରୋଡ଼, ମେଡିକାଲ, ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ମାଧ୍ୟମରେ ଏହା କରାଯାଉଛି। Advertisement