ସାନଖେମୁଣ୍ଡି, ୩୧/୦୩ (ସପନ ଦାଶ) : କଙ୍କୋରରଡା ପଞ୍ଚାୟତରେ କରୋନାକୁ ଦୃଷ୍ଟିକୁ ନେଇ ସୁରକ୍ଷାନିମନ୍ତେ ଏକତ୍ରିତ ନହେବା ଦୃଷ୍ଟିକୁ ନେଇ ଜନସଧାରଣଙ୍କ ସୁଵିଧା ପାଇଁ ଏକ ଅସ୍ଥାୟୀ ପରିବା ମାର୍କେଟ ନିର୍ମାଣ ହୋଇଥିବା ଖବର ମିଳିଛି l କଙ୍କୋରଡା ବଜାର ଜନଗହଳି ପୁର୍ଣ ସ୍ଥାନ ଥିବା ଯୋଗୁଁ ଗ୍ରାମର ସତ୍ୟସାଇ ବଣିକ, ସଙ୍ଘ ତରଫରୁ କାର୍ଯ୍ୟ ନିଁବାହୀ ଓ ପ୍ରଶାସନ ଅନୁଧ୍ୟାନ କରି ବଜାର ୧00 ମିଟର ଦୂରତାକୁ ସ୍ଥାନାନ୍ତୀତା କରାଯାଇଛି ଏହି ବଜାର ଉପରେ ବହୁତ ଲୋକ ନିଭର୍ର କରନ୍ତି I