ବ୍ରହ୍ମପୁର ଲକ୍‌ଡାଉନ ମହାମାରିକୁ ରୋକିବାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା : ଵୈଦ୍ୟନବ୍ୟକ୍ତିଙ୍କ ସହଯୋଗ

357
ADVERTISEMENT

ବ୍ରହ୍ମପୁର, ୩୧/୦୩ (ଇ.ରଞ୍ଜନ) : ସାରା ବିଶ୍ୱରେ ମହାମାରି କରୋନାର ପ୍ରଭାବ ଧନଜୀବନ ନଷ୍ଟ ସହ ଲୋକେ ଆତଙ୍କିତ l ଏହି ଭୟାନକ ଭୁତାଣୁର ପ୍ରଭାବ ଭାରତର ବିଭିନ୍ନ ରାଜ୍ୟର ଇଲାକାଧିନ ଅଞ୍ଚଳରେ କାୟାବିସ୍ତାର କରି ଲୋକଙ୍କ ସୁସ୍ଥ ଶରୀରରେ ପ୍ରବେଶ କରି ମୁର୍ତ୍ୟୁମୁଖ ଟାଣିଆଣିବା ରେ ଏହି ଭାଇରସ ସକ୍ଷମହେଉଥିବା ରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟସରକାର ମାନେ ଲକ୍‌ଡାଉନ ଘୋଷଣା କରିଛନ୍ତି l

ଜିଲ୍ଲାର ଜିଲ୍ଲାପାଳ ଏବଂ ପୋଲିସ ବିଭାଗକୁ ନିର୍ଦେଶ ଦେଇ କୌଣସି ଲୋକଙ୍କୁ ଏହି ଭାଇରସ ଯେଭଳି ଆକ୍ରାନ୍ତ ନହୁଅନ୍ତି l ଏଥିପାଇଁ ଜନସାଧାରଣଙ୍କୁ ଅନାଆବଶ୍ୟକ ସ୍ଥଳରେ ନବାହାରିବା ସହ ଦୋକାନ ବଜ଼ାର ବନ୍ଦପାଳନ କରିବାପାଇଁ ନିର୍ଦେଶ ସହ ଅପବେବହାର କରି ଖୋଲାରଖିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ପୋଲିସ ଗୁରୁତ୍ୱ ସହ ସଚେତନ କରୁଥିବା ଦେଖିବା ପାଇଁ ମିଳୁଛି l

ସହରର ବିଭିନ୍ନ ଛକମାନଙ୍କରେ ପୋଲିସ ଖରାବର୍ଷାରେ ଛିଡା ରହିଥିବାରୁ କିଛି ସହରର ଵୈଦ୍ୟନ ବ୍ୟକ୍ତିବିଶେଷ ମାନେ ନିଜ ସମର୍ଥ ଅନୁଯାୟୀ କିଏ ପାଣି ଦାନ କରେ ତ କିଏ ଚା, ବିସ୍କୁଟ,ଖରାରେ କିଛି ଥଣ୍ଡାକଲଡ୍ରିଂକ୍ସ,କିଛି ଖାଇବାନେଇ ସହଯୋଗ କରି ଆମ୍ଭମାନଙ୍କ ସହ ଆମ ସମାଜରେ ଲୋକଙ୍କୁ ସଚେତନ କରି ମହାମାରି କରୋନା ରୋଗରୁ ମୁକ୍ତକରିବା ନିମନ୍ତେ ନିବେଦନ କରୁଛନ୍ତି l

କିଛି ଦିନଧରି ବିସ୍ଲେରି ପାଣିଡିଷ୍ଟ୍ୟୁବୁଟର ଦିଲ୍ଲୀପଜେନା ବିଭିହ୍ନ ଛକରେ ପୋଲିସକୁ ପାଣି ଯୋଗାଇ ଦେଉଥିବା ବେଳେ ସିଟିହସ୍ପିଟାଲ ରୋଡରେ ଥିବା ସୁଧା ହୋମଓ, ପରିଚାଳକ ରାଜୀବ ବ୍ରହ୍ମl ବିଭିନ୍ନ ସମୟରେ ନିୟଜିତଥିବା ଭିସାଲ ନିକଟରେ ଛିଡାରହିଥିବା ପୋଲିସକୁ କିଛି ଖାଇବାପଦାର୍ଥ ସହ ଆବଶ୍ୟକ କିଛିସାମଗ୍ରୀ ଯୋଗାଇ ଦେଉଥିବା ଦେଖିବାପାଇଁ ମିଳିଛି l

Advertisement