ପାରଳାଖେମୁଣ୍ଡି,୨୩।୩(ପ୍ରଭାତ କୁମାର ପାତ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ଆଜି ଗଜପତି ଜିଲ୍ଲା ବାସୀ ଘଣ୍ଟ ଘଣ୍ଟି ଥାଳି ପିଟିଛନ୍ତି। ପାରଳାଖେମୁଣ୍ଡି ପୋଲିସ କର୍ମଚାରୀ ସାଇରନ୍ ବଜାଇବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସହର ପରିକ୍ରମା କରିବା ସହ ତାଳି ବଢାଇଛନ୍ତି। ଖାସ୍ ସେଇମାନଙ୍କ ପାଇଁ ଯେଉଁ ମାନେ ଏଭଳି ବିପଦ ସମୟରେ ନିଜକୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି।
