କୋଟପାଡ଼ ଠାରେ ନୂତନ (ଜେ.ଏମ.ଏଫ.ସି ) କୋର୍ଟର ଉଦଘାଟନ

365
ADVERTISEMENT

କୋଟପାଡ଼,୯/୩,(ସୁନୀଲ ଦାଶ ) : ମାର୍ଚ୍ଚ ୮ତାରିଖ ଦିନ କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ନୂତନ JMFC କୋର୍ଟର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚତମ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ କୃଷ୍ଣରାମ ମହାପାତ୍ର ଯୋଗଦେଇଥିଲେ l ସନ୍ନମାନନୀୟ ଅତିଥି ରୂପେ କୋରାପୁଟ ଉପଜିଲ୍ଲାପାଳ, ଜିଲ୍ଲା ବିଚାରପତି, କୋଟପାଡ଼ ତହସିଲଦାର, କୋଟପାଡ଼ ବାର କାଉନସିଲ ସଭାପତି ଶ୍ରୀଯୁକ୍ତ ମଣି ପ୍ରସାଦ ପଟ୍ଟନାୟକ ସହ କୋଟପାଡ଼ ର ସମସ୍ତ ଓକିଲ ସଂଘ, ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ପଙ୍କଜ ପାତ୍ର ଓ କର୍ମକର୍ତା ଉପସ୍ଥିତ ରହିଥିଲେ l

Advertisement