କୋଟପାଡ଼,୬/୩ (ସୁନୀଲ ଦାଶ) : ପଡିଛି ଆଜ୍ଞାମାଳ ମିଳିଛି ଆଦେଶ l ଏହା ଦୀର୍ଘ ୧୧ ଦିନ ଧରି ପାଳିତ ହେବା ପରେ ଏପ୍ରିଲ ୮ରେ ସମାପନ ହେବ l ଏହି ପର୍ବର ଶୁଭ ଆଗମନ ପ୍ରତି ୩ବର୍ଷ ରେ ଥରେ ହୁଏ l ମାଁ ଶିତଳାଙ୍କ ଏହି ଉଛବ ଦେଶ ବିଦେଶରୁ ଆସିଥିବା ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କର ସମାଗମ ହୋଇଥାଏ l ଆସ୍ଥା ରହିଛି ଯଦି କେହି ମାଁ ଙ୍କ ଠାରେ ମାନସିକ ରଖୀ ତା ଘଟ ପର୍ବରେ କଳସ ସ୍ଥାପନା କରି କଳସ ଯାତ୍ରାରେ ସାମିଲ ହୁଏ ନିଶ୍ଚିତ ହିଁ ମାଁ ତାଙ୍କ ମନସ୍କାମନା ପୂରଣ କରିଥାନ୍ତି l