ମାର୍ଚ୍ଚ ୧ରୁ କଡ଼ାକଡ଼ି ଭାବେ ନୂତନ ଟ୍ରାଫିକ ନିୟମ ପାଳନ

378
ADVERTISEMENT

ବ୍ରହ୍ମପୁର,୨୮/୨(ବ୍ୟୁରୋ) : ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ହୋଇଥିଲା । ବିଭିନ୍ନ କାରଣରୁ ଲୋକମାନଙ୍କୁ ସେମାନଙ୍କ ଯାନବାହନର କାଗଜପତ୍ର ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ତେବେ ମାର୍ଚ୍ଚ ୧ରୁ ଏହି ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବ। ସୂଚନା ଦେଲେ ପରିବହନ ମନ୍ତ୍ରୀ ।

୪ ଚକିଆ ଗାଡ଼ି ଚାଳକମାନେ ସିଟ୍‌ ବେଲ୍ଟ ବାନ୍ଧିବା ସହ ଗାଡ଼ି ଆଗରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ୍‌ ବେଲ୍ଟ ବ୍ୟବହାର କରାଯିବାକୁ କୁହାଯାଇଛି।

Advertisement